ମାଛ ଗୋଦାମ୍ ବ୍ୟବସାୟୀ ପଜିଟିଭ ଚିହ୍ନଟ: ଗୋଦାମ୍ ସିଲ୍ କଲା ପ୍ରଶାସନ

ଖୋର୍ଦ୍ଧା: ଆନ୍ଧ୍ର ଓ ବାଲୁଗାଁ ପଟରୁ ଆସୁଥିବା ମାଛ ଗାଡ଼ି ଉପରେ ଲାଗିଲା କଟକଣା । ବାଲୁଗାଁ ମାଛ ଗୋଦାମକୁ ସାତଦିନ ପାଇଁ ବନ୍ଦ କରିଦିଆଯାଇଛି । ଗୋଦାମରେ ଜଣେ ବ୍ୟବସାୟୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ପୋଲିସ୍ ଟିମ ସହ ପହଞ୍ଚି ଆକ୍ରାନ୍ତଙ୍କ ଗୋଦାମ ଓ ବରଫ ଫ୍ୟାକ୍ଟ୍ରିକୁ ସିଲ କରିବା ସହ ସମସ୍ତ ମାଛ ନଷ୍ଟ କରିଦେଇଛନ୍ତି । … Continue reading ମାଛ ଗୋଦାମ୍ ବ୍ୟବସାୟୀ ପଜିଟିଭ ଚିହ୍ନଟ: ଗୋଦାମ୍ ସିଲ୍ କଲା ପ୍ରଶାସନ