ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

ଭୁବନେଶ୍ୱର: ଦରିଆପାରି ଭୂତ କଂପାନୀ ସହିତ ପଣ୍ଡା ପରିବାରର ସଂପୃକ୍ତିକୁ ନେଇ ପୁଣିଥରେ ଝଡ଼ ସୃଷ୍ଟି ହୋଇଛି । ବାହାମାସରେ ପଂଜିକୃତ କିନ୍ତୁ ଅସ୍ଥିତ୍ୱରେ ନଥିବା ସେଲ୍ କଂପାନୀ ସହିତ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ମାଲିକାନାରେ ଥିବା ଓ ଟିଭି ଏବଂ ଅରେଟଲର ମଧ ଲିଙ୍କ୍ ଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି କେମିତି କଳା ଟଙ୍କାକୁ ଧଳା କରାଯାଉଥିଲା ? କେମିତି ଦେଶରୁ ଟଙ୍କା ଦରିଆପାର ହୋଇ ବାହାମସ … Continue reading ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !