ବାହାରେ ଝୁଲୁଛି ତାଲା, ଆସୁଛି ଉତ୍କଟ ଦୁର୍ଗନ୍ଧ

ସମ୍ବଲପୁର: ମୁଦିପଡ଼ା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡ଼ା ଘରର ବାହାର ପଟୁ ତାଲା ଝୁଲୁଥିବା ବେଳେ ଉତ୍କଟ ଦୁଗର୍ନ୍ଧ ହେଉଛି । ଘରେ ରହୁଥିବା ଲୋକଙ୍କୁ କିଛି ଦିନ ହେଲା ଦେଖିନଥିବାରୁ ସନ୍ଦେହ ଦେଖାଦଇଛି । ଘର ଭିତରେ ଶବ ପଚି ଶଢି ଦୁଗର୍ନ୍ଧ ହେଉଥିବା ପାେଲିସ ସନ୍ଦେହ କରୁଛି । ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘର ଖୋଲାଯିବ । ଘର ମାଲିକ ସେଠାର ରହୁନଥିବାରୁ ପୋଲିସ ତାଙ୍କୁ ଏନେଇ … Continue reading ବାହାରେ ଝୁଲୁଛି ତାଲା, ଆସୁଛି ଉତ୍କଟ ଦୁର୍ଗନ୍ଧ