କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍
କେନ୍ଦ୍ରାପଡ଼ା: ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ରାଜନଗର ବ୍ଲକ ଅଞ୍ଚଳର । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । ସଂକ୍ରମିତ ଜଣଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ ସଂକ୍ରମିତ ଚିହ୍ନଟ ହେଲା ପରେ ପ୍ରଶାସନ ରାଜନଗର ବ୍ଲକର ୨ଟି ଗାଁକୁ ସିଲ୍ କରିଛି । ସ୍ୱାସ୍ଥ୍ୟକର୍ମୀ ଘର … Continue reading କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍
Copy and paste this URL into your WordPress site to embed
Copy and paste this code into your site to embed