ରାଜ୍ୟରେ ଆଉ ୭୩୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆଉ ୭୩୬ କରୋନା ସଂକ୍ରମିତ ଚିହ୍ନଟ । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୪୩୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୧୯୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି । ୨୫ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ ୭୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୨୫୫ଜଣ ଲୋକାଲ୍ କେସ୍ ରହିଛି । ତେବେ ଗଞ୍ଜାମରୁ ସର୍ବାଧିକ ୨୪୭ … Continue reading ରାଜ୍ୟରେ ଆଉ ୭୩୬ କରୋନା ସଂକ୍ରମିତ ଚିହ୍ନଟ
Copy and paste this URL into your WordPress site to embed
Copy and paste this code into your site to embed