ପଶ୍ଚିମବଙ୍ଗରେ ‘ଅମ୍ଫାନ’ର କମ୍ପନ: ଉପୁଡ଼ିଲା ଗଛ, ଭାଙ୍ଗିଲା ଘର: ୨ ମୃତ
କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ବାତ୍ୟା ‘ଅମ୍ଫାନ’ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ‘ଆମ୍ଫାନ’ରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ୨୪ ପ୍ରଗଣା ମୀନାକ୍ଷୀଠାରେ ୫୫ ବର୍ଷୀୟା ମହିଳାଙ୍କ ଉପରେ ଗଛ ପଡ଼ିବା ଯୋଗୁ ପ୍ରାଣ ହରାଇଛନ୍ତି । ସେହିପରି ହାଓ୍ୱଡାରେ ଜଣେ ୧୩ ବର୍ଷୀୟ … Continue reading ପଶ୍ଚିମବଙ୍ଗରେ ‘ଅମ୍ଫାନ’ର କମ୍ପନ: ଉପୁଡ଼ିଲା ଗଛ, ଭାଙ୍ଗିଲା ଘର: ୨ ମୃତ
Copy and paste this URL into your WordPress site to embed
Copy and paste this code into your site to embed