୫ମିନିଟରେ ସମ୍ଭବ ହେବ କରୋନା ନମୂନା ପରୀକ୍ଷା, ଏପ୍ରିଲ ୧୮ ସୁଦ୍ଧା ଭାରତକୁ ଆସିବ ରାପିଡ କିଟ୍
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ମିନିଟ୍ରେ ସମ୍ଭବ ହୋଇପାରିବ । ଆମେରିକାର ଏଡ଼ୋବ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ର୍ୟାପିଡ୍ କିଟ୍ ଦ୍ୱାରା ସମ୍ପନ୍ନ ହୋଇପାରିବ । ତେବେ ଏହି କିଟ୍ ଭାରତକୁ ଏପ୍ରିଲ୍ ୧୮ ସୁଦ୍ଧା ଆସିବ ବୋଲି କୁହାଯାଉଛି । ଏହା ପଜିଟିଭ୍ ରିପୋର୍ଟ ମାତ୍ର ୫ ମିନିଟ୍ରେ ଦେବାକୁ ସକ୍ଷମ ହୋଇଥିବାବେଳେ ନେଗେଟିଭ୍ … Continue reading ୫ମିନିଟରେ ସମ୍ଭବ ହେବ କରୋନା ନମୂନା ପରୀକ୍ଷା, ଏପ୍ରିଲ ୧୮ ସୁଦ୍ଧା ଭାରତକୁ ଆସିବ ରାପିଡ କିଟ୍
Copy and paste this URL into your WordPress site to embed
Copy and paste this code into your site to embed