ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

ମୁମ୍ବାଇ: କରୋନା କବଳରେ ବଚ୍ଚନ ପରିବାର । ଜୟା ବଚ୍ଚନକୁ ବଦ୍‌ ଦେଲେ ପରିବାର ଅନ୍ୟ ୪ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ । ଗତକାଲି ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନ ଓ ପୁତ୍ର ଅଭିଷେକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ଐଶର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ସୌଭାଗ୍ୟ ବସତଃ କରୋନା କବଳରୁ ବର୍ତ୍ତି ଯାଇଛନ୍ତି ବିଗତ ଦିନର ଅଭିନେତ୍ରୀ ତଥା … Continue reading ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍