ବିନା ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ, ହ୍ୱାଟସ୍ଆପରେ ହେବ ନାମଲେଖା
ଲକ୍ଷ୍ନୌ: ଦେଶରେ ଲକଡାଉନ୍ ପାଇଁ ସବୁ ପ୍ରକାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏବଂ ଏଭଳି ପରିସ୍ଥିତିରେ ପିଲାଙ୍କ ପାଠପଢ଼ା ନେଇ ସମସ୍ୟା ଦେଖା ଦେଇଛି । ପିଲାଙ୍କ ସମସ୍ୟାକୁ ନଜରରେ ରଖି ଉତ୍ତପ୍ରଦେଶର ସରକାର ଏକ ନୂଆ ଉପାୟ ଆପଣାଇଛନ୍ତି । ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ କରୋନା ଲକଡାଉନରେ ଥିବା ୟୁପି ବୋର୍ଡର ସମସ୍ତ ବିଦ୍ୟାଳୟରେ ହ୍ୱାଟସ୍ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ଏକ ଉପାୟ ଖୋଜିଛନ୍ତି। ଏହି ଅନନ୍ୟ ପଦ୍ଧତି … Continue reading ବିନା ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ, ହ୍ୱାଟସ୍ଆପରେ ହେବ ନାମଲେଖା
Copy and paste this URL into your WordPress site to embed
Copy and paste this code into your site to embed