କରୋନା ସଂକ୍ରମଣର ଚାରୋଟି ପର୍ଯ୍ୟାୟ, ଜାଣନ୍ତୁ ତୃତୀୟ ପର୍ଯ୍ୟାୟ କାହିଁକି ସବୁଠୁ ବିପଜ୍ଜନକ ?

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତଙ୍କ ମନରେ ଏକ ପ୍ରକାରର ଭୟର ବାତାବରଣ ଦେଖାଦେଇଛି । ଏହାରି ଭିତରେ ଅନେକ ଗଣମାଧ୍ୟମ ଦେଶରେ କରୋନାର ତୃତୀୟ ଷ୍ଟେଜ୍‌ର ପୂର୍ବାନୁମାନ କରିବା ଆରମ୍ଭ କରିଛନ୍ତି । ତେବେ ସରକାର ଏହାକୁ ଅସ୍ୱୀକାର କରୁଛନ୍ତି । ଦେଶରେ ତୃତୀୟ ପର୍ଯ୍ୟାୟ ନ ଆସିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେଇଛନ୍ତି । ବୈଜ୍ଞାନିକ ମାନଙ୍କ ଅନୁସାରେ  ଯେତେବେଳେ ୩୦ ପ୍ରତିଶତ ସଂକ୍ରମିତ … Continue reading କରୋନା ସଂକ୍ରମଣର ଚାରୋଟି ପର୍ଯ୍ୟାୟ, ଜାଣନ୍ତୁ ତୃତୀୟ ପର୍ଯ୍ୟାୟ କାହିଁକି ସବୁଠୁ ବିପଜ୍ଜନକ ?