ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ଯାହା କରୋନା ପରି ଭୟଙ୍କର, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଏବେ ଚିନ୍ତାରେ । ଏଯାବତ ଏହି ଭାଇରସରେ ସେଢ଼େ ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଭିତରେ ଆଉ ଏକ ଭାଇରସର ଡର ଲୋକଙ୍କୁ ବ୍ୟସ୍ତ ଓ ବିବ୍ରତ କରୁଛି । ଏହି ଭାଇରସ ମଧ୍ୟ ଚୀନରୁ ଆସିଛି ଏବଂ ଏହା ମଣିଷଠୁ ମଣିଷକୁ ବ୍ୟପିଥାଏ । ବର୍ତ୍ତମାନ ଯାଏ ଏହି ଭୟଙ୍କର ଭାଇରସ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୬୦ ଜଣ … Continue reading ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ଯାହା କରୋନା ପରି ଭୟଙ୍କର, ଜାଣନ୍ତୁ ଏହାର ଲକ୍ଷଣ…