କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

କରୋନାର ବଢୁଛି କରାଳ ରୂପ । ସାଂଘାତିକ ଭାଇରସର ଡେଞ୍ଜର ଜୋନରେ ରହିଛି ୮ଟି ଦେଶ । ରାତାରାତି ବଢିଚାଲିଛି କରୋନା ଭାଇରସର ଆତଙ୍କ । ଡେଇଁ ଚାଲିଛି ଗୋଟିଏ ପରେ ଗୋଟିଏ ଦେଶ   । ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ୧୨ଶହରୁ ଅଧିକ ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଚୀନରୁ ଥାଇଲାଣ୍ଡ, ଆମେରିକା, ତାଇଓ୍ୱାନ, ଭିଏତନାମ୍‌, ସିଙ୍ଗାପୁର ପରେ ଏବେ ଇଉରୋପରେ ନିଜର କାୟା ବିସ୍ତାର କଲାଣି । ଭାରତରେ ଏହାର ପ୍ରଭାବ … Continue reading କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ