ଚୀନ୍କୁ ଶକ୍ତ ଚାପୁଡ଼ା: ୫୯ ଚାଇନିଜ୍ ଆପ୍କୁ ବ୍ୟାନ୍ କଲେ ସରକାର
ନୂଆଦିଲ୍ଲୀ: ଚୀନ୍କୁ ଭାରତର କଡ଼ା ଜବାବ । ଟିକ୍ଟକ୍ ସମେତ ୫୯ ଆପ୍କୁ ବ୍ୟାନ୍ କଲା ଭାରତ । ଚୀନ-ଭାରତ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିବା ବେଳେ ଚୀନ୍କୁ କଡ଼ା ଜବାବ ଦେଇଛି ଭାରତ । ଟିକ୍ଟକ୍ ସମେତ ୫୯ ଆ ପ୍କୁ ବ୍ୟାନ୍ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଇଲୋକଟ୍ରନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଯାଇଛି । … Continue reading ଚୀନ୍କୁ ଶକ୍ତ ଚାପୁଡ଼ା: ୫୯ ଚାଇନିଜ୍ ଆପ୍କୁ ବ୍ୟାନ୍ କଲେ ସରକାର
Copy and paste this URL into your WordPress site to embed
Copy and paste this code into your site to embed