୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା: ଏକା ଏକା ଦିଲ୍ଲୀରୁ ଫେରିଲା ବେଙ୍ଗାଲୁରୁ
ବେଙ୍ଗାଲୁରୁ: ୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା । ୩ ମାସ ବ୍ୟବଧାନ ପରେ ମା’ କୋଳକୁ ଫେରିଲା ପୁଅ । ମା’କୁ ଦେଖିବାର ମୋହ, ଛୋଟ ଛୁଆର ମନକୁ ଛୁଇଁ ପାରିନଥିଲା ଭୂତାଣୁ ସଂକ୍ରମଣ କି ଏକୁଟିଆ ଯାତ୍ରାର ଭୟ । ଏକାଏକା ବିମାନରେ ଦିଲ୍ଲୀରୁ ବେଙ୍ଗାଲୁରୁ ଫେରିଥିଲା ଛୋଟ ଛୁଆ । ବିମାନ ବନ୍ଦରରେ ଓହ୍ଲାଇବା ପରେ ତା’ ମାଆ ମଞ୍ଜରୀ ଶର୍ମାଙ୍କ ନିକଟରେ ଛାଡ଼ିଥିଲେ ବିମାନ କର୍ତ୍ତୃପକ୍ଷ । ହେଲେ କରୋନା … Continue reading ୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା: ଏକା ଏକା ଦିଲ୍ଲୀରୁ ଫେରିଲା ବେଙ୍ଗାଲୁରୁ
Copy and paste this URL into your WordPress site to embed
Copy and paste this code into your site to embed