ପୁଣି ଲକ୍ଡାଉନ୍ ବଢ଼ାଇବା ନେଇ ୫ ମୁଖ୍ୟମନ୍ତ୍ରୀଙ୍କ ଦାବି
ନୂଆଦିଲ୍ଲୀ: ଲକ୍ଡାଉନ୍ ବଢ଼ାଇବା ପାଇଁ ପୁଣି ଦାବି କଲେ ୫ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କାଳରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ବଢ଼ାଇବା ପାଇଁ ଦାବି କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକ୍ଡାଉନ୍ ବଢ଼ାଇବା ସପକ୍ଷରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ … Continue reading ପୁଣି ଲକ୍ଡାଉନ୍ ବଢ଼ାଇବା ନେଇ ୫ ମୁଖ୍ୟମନ୍ତ୍ରୀଙ୍କ ଦାବି
Copy and paste this URL into your WordPress site to embed
Copy and paste this code into your site to embed