କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଭୁବନେଶ୍ୱରରେ ତାର ସଂଖ୍ୟା ବଢ଼ାଉଛି କରୋନା । ସୋମବାର ପୁଣି ୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ଲୋକାଲ କଣ୍ଟାକ୍ଟ ରହିଛି । ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୧୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୭୬ ଜଣ କରୋତା ରୋଗୀ ସୁସ୍ଥ ହୋଇ … Continue reading କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର
Copy and paste this URL into your WordPress site to embed
Copy and paste this code into your site to embed