ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ ସାଙ୍ଗରେ କରୋନା ନେଇ ଫେରିଲେ

ଭୁବନେଶ୍ୱର: କଟକ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା । ଜଣେ କି ଦୁଇଜଣ ନୁହେଁ, ଏକାଥରକେ ୫୦ ଜଣ ଯବାନ କରୋନା କବଳରେ ଆସିଛନ୍ତି । ୩ ଦିନ ପୂର୍ବରୁ ଜଣେ ଏନ୍‌ଡିଆାରଏଫ୍‌ ଯବାନଙ୍କ ରକ୍ତ ନମୂନା ପରୀକ୍ଷା ପରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ଏହାପରେ ସୋମବାର ପୁଣି ୪୯ ଜଣଙ୍କର କରୋନା ପଜିଟିଭ ଆସିଛି । ୧୭୭ ଜଣ ଯବାନ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ସାହାଯ୍ୟ ପାଇଁ  ଯାଇଥିଲେ … Continue reading ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ ସାଙ୍ଗରେ କରୋନା ନେଇ ଫେରିଲେ