୪୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୮୭୬ରେ ପହଞ୍ଚଲା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ନିୟମିତ ଭାବରେ ବାହାରୁଛନ୍ତି ସଂକ୍ରମିତ । ସୋମବାର ପୁଣି ରାଜ୍ୟରେ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ-୩, ଗଞ୍ଜାମ-୧୫ଜଣ, ଖୋର୍ଦ୍ଧା-୧, କଟକ-୧, ବୌଦ୍ଧ ୧, ବଲାଙ୍ଗୀର ୨, ନୟାଗଡ଼ ୩, କନ୍ଧମାଳ ୨, ପୁରୀ ୪, ଯାଜପୁରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ୩ ଜଣ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ … Continue reading ୪୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୮୭୬ରେ ପହଞ୍ଚଲା ସଂକ୍ରମିତଙ୍କ ସଂଖ୍ୟା
Copy and paste this URL into your WordPress site to embed
Copy and paste this code into your site to embed