ଦିଲ୍ଲୀରେ ୪୬ ଲକ୍ଷ ଲୋକଙ୍କୁ ହୋଇଥିଲା କରୋନା! ବିନା ଚିକିତ୍ସାରେ କେମିତି ଠିକ୍ ହେଲେ ଏତେ ?
ନୂଆଦିଲ୍ଲୀ: ଦୁଇ ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସକୁ ନେଇ ସିରୋ ସର୍ଭ ରିପୋର୍ଟ ଆସିଛି । ଏଥିରୁ ଜଣା ପଡିଛି ଯେ,ଦିଲ୍ଲୀ ଜନସଂଖ୍ୟାର ୨୩.୪୮ ପ୍ରତିଶତ କରୋନା କବଳରେ ପଡିଥିଲେ । ରେଣ୍ଡମ୍ ସାମ୍ପଲିଂ ଆଧାରରେ ଏହି ସର୍ଭେ ହୋଇଥିଲା । ଦିଲ୍ଲୀ ଜନସଂଖ୍ୟା ପାଖାପାଖି ୨ କୋଟି । ଅର୍ଥାତ ଏହି ଦିଲ୍ଲୀ ଜନସଂଖ୍ୟାର ୪୬ ଲକ୍ଷ ଲୋକଙ୍କୁ କରୋନା ହୋଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଦିଲ୍ଲୀର ଲୋକ କେମିତି … Continue reading ଦିଲ୍ଲୀରେ ୪୬ ଲକ୍ଷ ଲୋକଙ୍କୁ ହୋଇଥିଲା କରୋନା! ବିନା ଚିକିତ୍ସାରେ କେମିତି ଠିକ୍ ହେଲେ ଏତେ ?
Copy and paste this URL into your WordPress site to embed
Copy and paste this code into your site to embed