ଯାଜପୁରରେ ପୁଣି ୪ କରୋନା ସଂକ୍ରମିତ ଚିହ୍ନଟ, ରାଜ୍ୟରେ ମୋଟ କରୋନା ପଜିଟିଭ ମାମଲା ୮୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ । ସମସ୍ତ ୪ ପଜିଟିଭ ଯାଜପୁର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସମସ୍ତ ୪ ପଜିଟିଭଙ୍କ ପଶ୍ଟିମବଙ୍ଗ ସହ ସଂପର୍କ ଥିଲା  । ସେମାନେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ । ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ  ମୋଟ ୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୧୨ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି । ଯାଜପୁରରେ … Continue reading ଯାଜପୁରରେ ପୁଣି ୪ କରୋନା ସଂକ୍ରମିତ ଚିହ୍ନଟ, ରାଜ୍ୟରେ ମୋଟ କରୋନା ପଜିଟିଭ ମାମଲା ୮୭କୁ ବୃଦ୍ଧି