ରାଜ୍ୟରେ ୮୧ ହଜାର ପାର କରୋନା ସଂକ୍ରମିତଙ୍କ ସଂଖ୍ୟା, ଖାେର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । କିଛି ଦିନ ହେବ ୨ ହଜାର ଉପରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୨୯୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ରହିଛି ଲୋକାଲ କଣ୍ଟାକ୍ଟ । ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ … Continue reading ରାଜ୍ୟରେ ୮୧ ହଜାର ପାର କରୋନା ସଂକ୍ରମିତଙ୍କ ସଂଖ୍ୟା, ଖାେର୍ଦ୍ଧାକୁ ଟପିଲା କଟକ