ଆଜି କାର୍ଗିଲ ବିଜୟ ଦିବସକୁ ପୁରିଲା ୨୧ ବର୍ଷ: ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ଦେଶ ଗର୍ବିତ
ନୂଆଦିଲ୍ଲୀ: ଯୁଦ୍ଧର ନାଁ ଶୁଣିଲେ ଆଗ ଭାରତୀୟଙ୍କ ମନକୁ କାର୍ଗିଲ କଥା ଆସେ । ଟାଇଗର ହିଲକୁ କେମିତି ଦେଶର ବୀର ଯବାନ ଅକ୍ତିଆର କରିଥିଲେ ମନରେ ଉଙ୍କି ମାରେ । କାର୍ଗିଲର ଦୃଶ୍ୟ ମନରେ ଭାବିଲେ ରୁମ ଟାଙ୍କୁରି ଉଠେ । ୬୦ ଦିନର ଭୋକିଲା ଓ ଶୋଷିଲା ଶୀତରେ ମଧ୍ୟ ଥଣ୍ଡା ପଡ଼ିନଥିଲା ଦେଶର ବୀର ଯବାନଙ୍କ ରକ୍ତ । କାରଣ ସେ ସମୟ ହିଁ ଥିଲା କିଛି ସେମିତି । ୧୯୪୭ରେ ଆମ … Continue reading ଆଜି କାର୍ଗିଲ ବିଜୟ ଦିବସକୁ ପୁରିଲା ୨୧ ବର୍ଷ: ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ଦେଶ ଗର୍ବିତ
Copy and paste this URL into your WordPress site to embed
Copy and paste this code into your site to embed