ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

 ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌। ବିନା କାରଣ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼। ସମାଜାକି ଦୂରତ୍ୱକୁ ଟିକେ ଅବମାନନା କଲେ କମିଶନରେଟ ପୋଲିସ ଦେଖାଉଛି ନାଲି ଆଖି। କେଉଁଠି ଗାଡ଼ି ଉଠାଇ ନେଉଛି ତ କେଉଁଠି ଗୋଡ଼ାଇ ଗୋଡ଼ାଇ ପିଟୁଛି।  ୨ଦିନ ଧରି ଶୁନ୍‌ଶାନ୍‌ ହୋଇ ପଡ଼ିଥିବା ରାଜଧାନୀରେ ଆଜି ଖୋଲିଥିଲା ଅତ୍ୟାବଶ୍ୟକ ଦୋକାନ ବଜାର। କିଛି ଆବଶ୍ୟକତା ପାଇଁ ପଦାକୁ ଆସିଥିଲେ, ଆଉ କିଛି ଫୁର୍ତ୍ତି ପାଇଁ ବୁଲି ବାହାରିଥିଲେ। ତେବେ … Continue reading ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼