ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ, ପୁଣି ସଂକ୍ରମଣର ଶୀର୍ଷରେ ଗଞ୍ଜାମ
ଶନିବାର ରାଜ୍ୟରେ ୧୪୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନରେ ଥିଲେ । ବାକି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫୪୫ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନା ସଂକ୍ରମିତଙ୍କ ଜିଲ୍ଲାଓ୍ୱାରୀ ତାଲିକା ଅନୁଯାୟୀ, ଗଞ୍ଜାମରୁ ୩୨୦, କଟକରୁ ୧୨୩, ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୯୭, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ସମ୍ୱଲପୁରରୁ ୫୧, ଯାଜପୁରରୁ ୫୭, କନ୍ଧମାଳରୁ ୪୪ଜଣ, … Continue reading ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ, ପୁଣି ସଂକ୍ରମଣର ଶୀର୍ଷରେ ଗଞ୍ଜାମ
Copy and paste this URL into your WordPress site to embed
Copy and paste this code into your site to embed