ସଂକ୍ରମଣକୁ ଚେକ୍ ଦେବାକୁ ୪ ଜିଲ୍ଲା ସମେତ ରାଉରକେଲା ସହରରେ ତାଲାବନ୍ଦ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୪ ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳରେ ଆଜିଠୁ ଲକଡାଉନ୍ କଟକଣା ଜାରି କରାଯାଉଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ତାଲାବନ୍ଦ ଘୋଷଣା କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ୪ ଜିଲ୍ଲାରୁ ଜୁଲାଇ ୧୬ ତାରିଖ ସୁଦ୍ଧା ୮ ହଜାର ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୪ … Continue reading ସଂକ୍ରମଣକୁ ଚେକ୍ ଦେବାକୁ ୪ ଜିଲ୍ଲା ସମେତ ରାଉରକେଲା ସହରରେ ତାଲାବନ୍ଦ