ବଡ଼ ପୁଅ ଚାଲିଗଲା ବୋଲି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲା ପୁରା ପରିବାର…

ଝାରସୁଗୁଡ଼ା: ପୁଅକୁ ହରାଇ ଭାଙ୍ଗି ପଡିଲା ପୁରା ପରିବାର । ମା’ ସହ ୩ ଭଉଣୀ ଓ ସାନ ଭାଇର ଆତ୍ମହତ୍ୟା ଉଦ୍ୟମ । ମୋ ବଡ଼ ପୁଅତ ମରିଗଲା ମୁଁ ଆଉ କାହା ପାଇଁ ବଞ୍ଚିବି । ଆମ ବଡ଼ ଭାଇ ଚାଲିଗଲା, ଆମେ ବି ତାଙ୍କ ପାଖକୁ ଚାଲିଯିବୁ । ଏଭଳି ଭାବନାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପୁରା ପରିବାର । ବଡ଼ ପୁଅର ମୃତ୍ୟୁ ପରେ ଏଭଳି ପ୍ରାଣ ହାରିବାକୁ ଚେଷ୍ଟା … Continue reading ବଡ଼ ପୁଅ ଚାଲିଗଲା ବୋଲି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲା ପୁରା ପରିବାର…