୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁଧ ସହ ଟଙ୍କା ଫେରାଇଲା ୟେସ୍‌ ବ୍ୟାଙ୍କ୍

1 min read

ପୁରୀ: ୟେସ୍‌ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଟଙ୍କା । ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ଫେରିଲା ଟଙ୍କା । ଶେଷ ପର୍ଯ୍ୟାୟ ବା ଦ୍ୱିତୀୟ ସ୍ଥାୟୀ ଜମା ୧୫୬ କୋଟି ଟଙ୍କା ଫେରିଲା । ୧୫୬ କୋଟିର ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ସୁଧ ମୂଳ ମଧ୍ୟ ଶ୍ରୀମନ୍ଦିରର ଏସବିଆଇ ଜମା ଖାତାକୁ ଫେରିଛି | ଏହି ସ୍ଥାୟୀ ଜମାର ଆଜି ଥିଲା ମେଚ୍ୟୁରିଟି ଡେଟ୍ | ଗତ ୧୯ତାରିଖରେ ୟେସ ବ୍ୟାଙ୍କରୁ ପ୍ରଥମ ଫିକ୍ସଡ୍ ଡିପୋଜିଟ୍‌ ବାବଦକୁ ୩୯୭କୋଟି ୨୩ଲକ୍ଷ ୨୭ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଇ-ଟ୍ରାନ୍ସଫର ହୋଇଥିଲା |

ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍

Leave a Reply