ଝାମ୍ପ ମାରିଥିଲା ଜଙ୍ଗଲୀ ଜନ୍ତୁ, ଖାତିର୍ କଲାନି ମାଆ

1 min read

ଯାଜପୁର: ଶିଆଳ ଆଗରେ ସାହାସ ଦେଖାଇଲା ମାଆ । ନିଜ ଜୀବନକୁ ବାଜି ଲଗାଇ ଶିଆଳ ମୁହଁରୁ ୨ ଛୁଆକୁ ବଞ୍ଚାଇଲା । ଅସୀମ ସାହାସ ଓ ଧୈର୍ଯ୍ୟର ଏ କାହାଣୀ ହେଉଛି ଯାଜପୁର ଜିଲ୍ଲା ଦୁର୍ଗାପୁର ଗାଁର ।

JACKAL
FILE PHOTO

ସକାଳେ ଶୌଚ ହେବାକୁ ୨ ଝିଅ ଗାଁ ନିକଟ ବିଲକୁ ଯାଇଥିଲେ । ହଠାତ୍ ଶିଆଳ ଆକ୍ରମଣ କରିଥିଲା । ୨ ଝିଅଙ୍କୁ ବଞ୍ଚାଇବାକୁ ଯାଇ ଶିଆଳ ଉପରକୁ ଝାମ୍ପି ପଡ଼ିଥିଲେ ମାଆ । ଶିଆଳକୁ ମାଡ଼ି ବସିଥିଲେ । ଗ୍ରାମବାସୀ ଶିଆଳର ଗୋଡ଼କୁ ବାନ୍ଧି ରଖିଛନ୍ତି । ସେପଟେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ')}

Leave a Reply