କାନ୍ଥ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

1 min read

ଲଗାଣ ବର୍ଷା ନେଲା ଜୀବନ । ଗତକାଲିଠାରୁ ଲାଗିରହିଥିବା ବର୍ଷା ଏବେ ସାରା ରାଜ୍ୟରେ ଲୋକଙ୍କୁ କଲବଲ କରିଛି । ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜାଗାରେ କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି  । କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ମିଶମାଳ ଗ୍ରାମରେ ବର୍ଷା ଯୋଗୁଁ କାନ୍ଥ ପଡି ମକରା ମୁଣ୍ଡାଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ହୋଇଛନ୍ତି । ଅନ୍ୟପଟେ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମରେ କାନ୍ଥ ପଡି ମହିଳା ଗୁରୁତର ଆହତ ହୋଇଛନ୍ତି । ')}

Leave a Reply