ଏହି ରାଶିର ଲୋକଙ୍କର ଆଜି ଅର୍ଥ ହାନୀ ହେବ… ଜାଣନ୍ତୁ

1 min read

ଆଜିର ପଞ୍ଚାଙ୍ଗ

ମେ ୨୧, ୨୦୨୦ ମସିହା, ମିଥୁନ ୭ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ, କୃଷ୍ଣ ଅମାବାସ୍ୟା,ରବିବାର

ମଗଶିରା ନକ୍ଷତ୍ର ,ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଐଶାନ୍ୟ କୋଣରେ ରହିବେ ଦିନ ୧୨ ଟା ୧୪ ମିନିଟ୍‌ ପର୍ଯ୍ୟନ୍ତ

ଏହା ପରେ ପୂର୍ବେରେ ରହିବେ

ପୂର୍ବ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର-କନ୍ୟା ରାଶି ପୁରୁଷ ଓ ବିଛା,କୁମ୍ଭ ରାଶି ମୃହିଳାଙ୍କର

ଘାତବାର- ମେଷ ରାଶିର

ଶୁଭ ସମୟ- ସକାଳ ୭ ଟା ୪୯ ମଧ୍ୟରେ ଓ ଦିନ ୧ ଟା ପରେ

ଅଶୁଭ ସମୟ- ଦିନ ୪ ଟା ୪୭ ରୁ ସନ୍ଧ୍ୟା ୭ ଟା ୨୭ ମଧ୍ୟରେ

 

ସୂର୍ଯ୍ୟ ପରାଗ

ଜୁନ୍‌ ୨୧, ଆଜି ହେଉଛି ଦୁର୍ଲଭ ସୂର୍ଯ୍ୟ ପରାଗ

୬ଟି ଗ୍ରହ ବକ୍ରୀ ରହିବେ

ବୁଧ, ଶୁକ୍ର, ଶନି, ଗୁରୁ, ରାହୁ, କେତୁ

ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ

ରବିବାରରେ ଗ୍ରହଣ ହୋଇଥିବାରୁ ବର୍ଷା ଏବର୍ଷ କମ୍‌ ରହିବ

ଧାନ,ଗହମ,ଅମଳ କମ୍‌ ହେବ

ମୁଖ୍ୟ ଦେଶମାନଙ୍କରେ ରାଷ୍ଟ୍ରର ଅଧ୍ୟକ୍ଷଙ୍କ ପ୍ରତି ସମସ୍ୟା,ଚିନ୍ତା ବଢିବ

ସୂର୍ଯ୍ୟ ପରାଗର ସ୍ପର୍ଶ ସମୟ- ସକାଳ ୧୦ ଟା ୩୮

ଗ୍ରହଣ ମଧ୍ୟ ଭାଗ- ଦିନ ୧୨ ଟା ୨୫

ପରାଗର ମୋକ୍ଷ ସମୟ- ଦିନ ୨ ଟା ୦୯ ମିନିଟ୍‌

ଗ୍ରହଣ ଲାଗିବା ପୂର୍ବରୁ କଣ କରିବେ

ଜଳରେ ତୁଳସୀ ପତ୍ର, କ୍ଷୀର, ଦହି, ଘିଅ ପକାଇ ରଖିବେ

କାରଣ ଏହା ଦ୍ଵାରା ଗ୍ରହଣର କୁପ୍ରଭାବ ପଡିବ ନାହିଁ

ଗ୍ରହଣ ସମୟରେ କୈାଣସି ବି ଗ୍ରହଙ୍କର ବୀଜ ମନ୍ତ୍ରକୁ ପାଠ କରନ୍ତୁ

ଏହା ବହୁ ଶୁଭଫଳ ଦେଇଥାଏ

ସୂର୍ଯ୍ୟ ଗ୍ରହଣ ସମୟରେ ବିଶେଷ ଭାବରେ

ରାହୁ,କେତୁ,ରବି ଗ୍ରହଙ୍କର ମନ୍ତ୍ର ପାଠ ଅତି ଶୁଭ ହୋଇଥାଏ

ମନ୍ତ୍ର ସିଦ୍ଧି ମଧ୍ୟ ହୋଇଥାଏ

ମେଷ,ମକର,କନ୍ୟା,ସିଂହ ରାଶିମାନଙ୍କ ପାଇଁ ଏହି ଗ୍ରହଣ ସାମାନ୍ୟ ଶୁଭ ରହିବ

ବୃଷ, ମିଥୁନ, କର୍କଟ, ତୁଳା, ବିଛା, ଧନୁ, କୁମ୍ଭ ରାଶି ପାଇଁ ଅଶୁଭ ରହିବ

ମୃଗଶିରା ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ମଙ୍ଗଳ ଗ୍ରହ

ତେଣୁ ଭୂମିକମ୍ପ, ରେଳ ଦୁର୍ଘଟଣା, ଭୂସ୍ପଳନ ଭଳି ଘଟଣା ଘଟିବ

କ’ଣ କରିବା ଉଚିତ୍‌

ଗ୍ରହଣ ପୂର୍ବରୁ ସ୍ନ।ନ କରି ମନ୍ତ୍ର ଜପ କରନ୍ତୁ

ଗଙ୍ଗାଜଳ ପକାଇ ସ୍ନ।ନ କରିବେ

ଭଗବାନ ଶିବଙ୍କ ମନ୍ତ୍ର ପାଠ କରନ୍ତୁ

ଗ୍ରହଣ ଶେଷ ପରେ ନିଜ ସକ୍ଷମ ଅନୁସାରେ ଦାନ କରନ୍ତୁ

ଗ୍ରହଣ ସମୟରେ ଶୋଇବା ଉଚିତ୍‌ ନୁହେଁ

ଗଛ କାଟିବେନି, ଗଛରୁ ପତ୍ର ଛିଡାଇବେ ନାହିଁ

ନଖ, ଚୁଟି କାଟିବେନି

କପଡା ଧୋଇବେନି କି ସିଲେଇ କରିବେନି

କୈାଣସି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ

କେବଳ ଇଷ୍ଟଦେବଙ୍କର ମନ୍ତ୍ରକୁ ଜପ କରିବେ

ଓଁ ନମୋ ଭଗବତେ ବାସୁଦେବାୟ ନମଃ

ଓଁ ନମୋ ଶିବାୟ

ଓଁ ଦୁର୍ଗା ୟେ ନମଃ

ଗ୍ରହଣ ଶେଷ ପରେ କଣ କରିବେ

ଘରକୁ ଗୋବର, ଗଙ୍ଗାଜଳ, ଗୋମୂତ୍ର, ହଳଦୀ, କ୍ଷୀର

ସମୁଦ୍ର ଲୁଣକୁ ଜଳରେ ମିଶାଇ ଘରକୁ ସଫା କରିବେ

ମୁଣ୍ଡ ସଫା କରି ସ୍ନ।ନ କରିବେ

କର୍ପୂର, ଗଙ୍ଗାଜଳକୁ ଘର ସାରା ସିଞ୍ଚନ କରନ୍ତୁ

ମେଷ- ଭାଇ ସହିତ ବିବାଦ ରହିବ,ବାମ ହାତରେ ଆଘାତ ଲାଗିପାରେ

ବୃଷ- ଆର୍ଥିକ ସଙ୍କଟ, ଅଚାନକ ଅର୍ଥ ହାନୀ, ବାହନରେ ଆଘାତ ଲାଗିପାରେ

ମିଥୁନ- କୋର୍ଟ କଚେରୀ ବିବାଦ ହୋଇପାରେ, ମାରପିଟ୍‌ ହେବାର ସମ୍ଭାବନା

କର୍କଟ- ଗୁପ୍ତ ଷଡଯନ୍ତ୍ରର ଶିକାର ହୋଇପାରନ୍ତି, ମାନସିକ ଚିନ୍ତା ବହୁତ ବଢିବ, ପ୍ରେମରେ ବିଫଳ

ସିଂହ- କର୍ମରେ ବାଧା ରହିବ, କ୍ରୋଧ କମ୍‌ କରନ୍ତୁ ନଚେତ କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ହୋଇପାରେ

କନ୍ୟା- ପରିସ୍ଥିତି ସପକ୍ଷରେ ରହିବ, ସବୁ କାମ ଶୁଭ ରହିବ

ତୁଳା- କୋର୍ଟକଚେରୀ ମାମଲାରେ ଫସିବେ, ଗୁପ୍ତ ଷଡଯନ୍ତ୍ରର ଶିକାର ହେବେ

ବିଛା- ରାଜଦଣ୍ଡ,ଝଗଡା,ପିତାଙ୍କ ସହିତ ମାନସିକ ଦୁରତା ରହିବ

ଧନୁ- ସମସ୍ୟାର ସମାଧାନ ହୋଇପାରେ, ଦାମ୍ପତ୍ୟ ଜୀବନରେ ଝଗଡା, ଆର୍ଥିକ ସମସ୍ୟା ଦେଖାଦେବ

ମୃକର- ଗୁପ୍ତରୋଗ, ଗୁପ୍ତ ଚିନ୍ତାକୁ ନେଇ ମନ ଅଶାନ୍ତ ରହିବ, ପ୍ରତି କ୍ଷେତ୍ରରେ ସାବଧାନ ରୁହନ୍ତୁ

କୁମ୍ଭ- ସନ୍ତାନ ସମସ୍ୟା, ପ୍ରେମ ସମସ୍ତ। ଲାଗିରହିବା ସହ ବିଦ୍ୟାରେ ବାଧା ରହିବ ଗାଡି ସମସ୍ୟା ବି ହୋଇପାରେ

ମୀନ- ଘର ପ୍ରତିଷ୍ଠା, ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବେ

 

ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ ନମ୍ବର- 8984684801

Leave a Reply