Ramesh Chandra Behera

ଭୁବନେଶ୍ୱର: ଗିରଫ ପରେ ଫିଟୁଛି ଗୁମର । କୋଟିପତି ବାବୁଙ୍କ ସଉକର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲୁଛି ଭିଜିଲାନ୍ସ । ଫ୍ୟାକ୍ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର...

ଭୁବନେଶ୍ୱର: ଗିରଫ ହେଲେ ଫ୍ୟାକ୍‌ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ।  ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍‌ସ ଗିରଫ କରିଛି...