କଟକ: ଏସସିବି ମେଡିକାଲରେ କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । କରୋନା ୱାର୍ଡରେ ୪୬ଟି ବେଡ୍, ୮ଟି ଆଇସିୟୁ ରହିଛି । ଡାକ୍ତର ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମେଡିସିନ, ନିଶ୍ଚେତକ ବିଭାଗ ଡାକ୍ତରକୁ ନେଇ ଟିମ ଗଠନ । ପାରା ମେଡିକାଲ କର୍ମଚାରୀ ଔଷଧ, ଆବଶ୍ୟକ ଉପକରଣ ମହଜୁଦ ରହିଛି ।

Leave a Reply