ନୋବେଲ୍ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । କହିଲେ…

1 min read

ବିଜେପି ନେତାଙ୍କ ସମାଲୋଚନା ଓ କଟାକ୍ଷ ଜାରି ରହିଥିବା ବେଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ନୋବେଲ୍ ବିଜେତା ଅଭିଜିତ୍ ବାନାର୍ଜୀ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି।

ମାନବ ଶସକ୍ତିକରଣ ଦିଗରେ ଅଭିଜିତଙ୍କ କାର୍ଯ୍ୟଶୈଳୀକୁ ଖୁବ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ବିଷୟରେ ଉଭୟ ଆଲୋଚନା କରିଥିବା ମୋଦି କହିଛନ୍ତି । ଅଭିଜିତଙ୍କ ସଫଳତାରେ ଭାରତ ଗୌରବ ଅନୁଭବ କରୁଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି । ଭାରତୀୟ ଅର୍ଥନୀତିକୁ ନେଇ ଅଭିଜିତ ନିଜର ମତ ଦେବା ପରେ ବିଜେପିର କିଛି ନେତା ଅଭିଜିତଙ୍କୁ ସମାଲୋଚନା କରିଥିଲେ । ')}

Leave a Reply