କାନଫୁଲ ଦେଖିବାକୁ ମାଗି ଲୁଟିନେଲେ ଦୁର୍ବୃତ୍ତ

ବୁର୍ଲା ସହରର ଉପରୁ ଦିନ ଦ୍ଵିପ୍ରହରରେ ଲୁଟ୍ । ଇନ୍ଦିରା ଛକସ୍ଥିତ ଉତ୍କଳ ଜବେଲେରିରୁ ଲୁଟ ଅଭିଯୋଗ  । ଦୋକାନୀଙ୍କୁ ନାକଫୁଲ ଦେଖିବାକୁ ମାଗି ଲୁଟେନେଲେ ୨ ଯୁବକ  । ଅଭିଯୋଗ ଅନୁସାରେ ଦୁଇଜଣ ଯୁବକ ଦୋକାନୀଙ୍କୁ ନାକ ଫୁଲ ଦେଖିବାକୁ ମାଗିଥିଲେ  । ଦୋକାନୀ ନାକଫୁଲ ଦେଖାଉଥିବା ବେଳେ ଯୁବକ ଦୁଇଜଣ ନାକଫୁଲ ଲୁଟ୍ କରି ନେଇଥିଲେ  ।

ଏଥିସହିତ ପଢ଼ନ୍ତୁ: ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Leave a Reply