ଜିଅନ୍ତା ଜଳିଗଲେ କନିଷ୍ଠ କିରାଣି

1 min read

ଆନନ୍ଦପୁର: ଘରେ ଶୋଇଥିବା ବେଳେ ନିଆଁ ଲାଗି ଆନନ୍ଦପୁର ତହସିଲ ଅଫିସର କନିଷ୍ଠ କିରାଣିଙ୍କ ମୃତ୍ୟୁ ହୋଇଛି । ମୃତକ ଶୁକଦେବ ମୁଣ୍ଡା । ଶୁକଦେବ ସୋସୋ ଥାନା ସଢ଼ା ଛକରେ ଏକ ଚାଳଘରେ ରହୁଥିଲେ । ଗତକାଲି ରାତିରେ ସେ ସେହିଘରେ ଶୋଇଥିବା ବେଳେ ନିଆଁରେ ଘର ପୋଡ଼ିଯିବା ସହ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି । ତେବେ, ନିଆଁ କେମିତି ଲାଗିଲା ଜଣାପଡ଼ିନାହିଁ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ')}

Leave a Reply