ସେଓ ଖାଉଥିଲେ ଜାଣି ରଖନ୍ତୁ ଏହି କଥା

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ ସେଓ ଖାଇବାକୁ ପସନ୍ଦ କରୁ ।  ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ଵ ରହିଥାଏ । ଏହା ସହ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଆକ୍ସିଡାଣ୍ଟ, ଫାଇବର ଓ ଅନ୍ୟାନ୍ୟ ଉପକାରୀ ତତ୍ତ୍ଵ ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ସେଓ ଖାଇବା ସମୟରେ କେଉଁ କେଉଁ ସାବଧାନତା ଅବଲମ୍ବନୀୟ ।

Related image

୧. ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ନ କରିବା ଦ୍ୱାରା କଫ ସମସ୍ୟା ଦେଖା ଯାଇଥାଏ ।

Related image
୨. କିଛି ଲୋକ ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଖାଇଥାନ୍ତି । ସେଓ ଖାଇବା ପରେ ଆଚାର ବା ଅନ୍ୟ ଖଟାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍‌ ସୃଷ୍ଟି ହୋଇଥାଏ ।

Related image

୩.ସେଓ ଖାଇବାର ତୁରନ୍ତ ପରେ ମୂଳା ଖାଆନ୍ତୁ ନାହିଁ । ଏପରି କଲେ ଶରୀରରେ ଧଳା ରଙ୍ଗର ଦାଗ ଦେଖା ଯାଇଥାଏ ।

Image result for mula vegetable

Leave a Reply