ଭିଜିଲାନ୍ସ ଜାଲରେ ହେଡ୍ କ୍ଲର୍କ

1 min read

ଭିଜିଲାନ୍ସ ହାତରେ ହେଡ୍ କ୍ଲର୍କ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ପଞ୍ଚାୟତ ଅଫିସର ହେଡ୍ କ୍ଲର୍କ ବେଣୁଧର ଚାନ୍ଦଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ  ।

ଶାନ୍ତି ନଗରରେ ଥିବା ତିନି ମହଲା କୋଠା, ଅଇଁଠାପଲ୍ଲିରେ ଥିବା ତାଙ୍କ ଗାଁ ଘରେ ଚଢ଼ାଉ, ଜିଲ୍ଲା ଅଫିସରେ ଥିବା ତାଙ୍କ ଚାମ୍ବର ଏବଂ ଗୋଚ୍ଛାପଲ୍ଲିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ  । ')}

Leave a Reply