BREAKING NEWS
ଭାରତରେ ବଢୁଛି କରୋନା ସଂକଟ, ଦେଶରେ ୧୧ଶହରୁ ଅଧିକ ଆକ୍ରାନ୍ତ । ୨୪ ଘଣ୍ଟାରେ ୧୩୦ ନୂଆ ମାମଲା । ଏଯାଏଁ ଗଲାଣି ୨୭ରୁ ଅଧିକ ଜୀବନ, ସେନାରେ ଆଉ ୨ ସଂକ୍ରମିତ…ଭାରତରେ ବଢୁଛି କରୋନାର ସ୍ପିଡ । ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ । ମୃହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩ ମୃତ୍ୟୁ, ସେପଟେ ବିଶ୍ବରେ ୭ ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୩୨ ହଜାର ମୃତଭାରତରେ ହଜାରେ ଟପିଲା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୭୯ ଟି ନୂଆ ପଜିଟିଭ କେସ୍‌ । ମହାରାଷ୍ଟ୍ର ଓ କେରଳରେ ସବୁଠୁ ଅଧିକ ।୧୧୪ଟି ପୌରାଞ୍ଚଳର ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଗରିବ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏହା କରାଯିବ, ଏହି ରନ୍ଧା ଖାଦ୍ୟକୁ ଲୋକେ ଘରକୁ ନେଇ ଖାଇପାରିବେଲକ୍ ଡାଉନ୍‌ ଦ୍ୱାରା ପ୍ରଭାବିତ ହେଉଥିବା ଗରିବ ଓ ନିରାଶ୍ରୟଙ୍କ ପାଇଁ ଆଶ୍ୱସ୍ତି । ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ଦିଆଯିବ ରନ୍ଧା ଖାଦ୍ୟ ।ୱାଶିଂଟନ୍: ଏବେ କରୋନା ସଂକ୍ରମଣର ନୂଆ କେନ୍ଦ୍ର ଆମେରିକା । ଚୀନ୍‌ ଓ ଇଟାଲୀଠୁ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା । ୧୯୯ ଦେଶରେ କୋଭିଡ୍‌-୧୯ କାୟା । ୫ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା ।କଟକ: ବାଦାମବାଡ଼ିକୁ ଉଠିଲା ଛତ୍ରବଜାର ପରିବା ମାର୍କେଟ୍‌ । କାଲି ସ୍ଥାନ ଚିହ୍ନଟ କରି ହୋଇଥିଲା ମାର୍କିଂ ।ମୁମ୍ବାଇ: ୩ ମାସ ଯାଏଁ ଇଏମ୍‌ଆଇ କୋହଳ ପାଇଁ ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ । କରୋନା ବେଳେ ଅର୍ଥନୀତି ପାଇଁ ବୁଷ୍ଟର୍‌ ଡୋଜ୍‌ । ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍‌ ହ୍ର।ସ କଲା ଆର୍‌ବିଆଇ ।ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା । ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭା କର୍ମଚାରୀ ଆସିଥିବା ସୂଚନା ମିଳିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତି । ୨ ମିଟର ଦୂରତାରେ ବସିବେ ବିଧାୟକ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More