ରାୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

1 min read

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା AI 670 ଏୟାର ଇଣ୍ଡିଆ ଫ୍ଲାଇଟରେ ଯାନ୍ତ୍ରିକ ତୃଟି । ରାୟପୁର ବିମାନ ବନ୍ଦରରେ ଜରୁରୀ କାଳୀନ ଅବତରଣ କଲା ଏୟାର ଇଣ୍ଡିଆର ବିମାନ । ବିମାନର ଗୋଟିଏ ଇଞ୍ଜିନ ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ।

ବିମାନରେ ଥିବା ସମସ୍ତ ୮୯ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ବିମାନଟି ଭୁବନେଶ୍ୱରରୁ ୫ଟା ୫୭ ମିନିଟରେ ଛାଡ଼ିଥିଲା । ')}

Leave a Reply