BREAKING NEWS
ଭାରତରେ ISI ପାଇଁ କାମ କରିବା ଅଭିଯୋଗରେ ୨ ପାକିସ୍ତାନୀ ଭିସା ଆସିଷ୍ଟାଣ୍ଟ ଗିରଫଆଜି ଆଉ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧୧୨୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଭଦ୍ରକ: ପାରିବାରିକ କଳହକୁ ନେଇ ମା’କୁ ମାରିଲା ପୁଅ । ବିଲ ମଝିରୁ ମିଳିଲା ମା’ର ରକ୍ତାକ୍ତ ମୃତଦେହ । ପୁଅ ଥାନାରେ ଅଟକ ।ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ୍‌ର ଚଢ଼ାଉ, ୭୩ କେଜି ଗଞ୍ଜେଇ ସହ ଟାଟା ମ୍ୟାଜିକ୍ ଓ ବାଇକ୍‌ ଜବତ । ୪ ଗିରଫ ।ମାଡ଼ି ଆସୁଛି ବର୍ଷା…ସପ୍ତାହେ ଧରି କାଳ ହେବ କାଳବୈଶାଖୀ….୪୮ ଘଣ୍ଟା ପରେ ପ୍ରବଳ ବର୍ଷା ସମ୍ଭାବନା….୧୨ ଉପକୂଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ…ହେଲେ ସିଝିବ ପଶ୍ଚିମ ଓଡ଼ିଶା…ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ…. କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଦେଇପାରନ୍ତି ବାର୍ତ୍ତା । ଚାଷୀ, ବ୍ୟବସାୟୀ ଓ ମଧ୍ୟବିତ ପରିବାରଙ୍କ ଉଦ୍ଦେଶ୍ୟରେ ମନର କଥା କହିପାରନ୍ତି ପ୍ରଧାନମନ୍ତ୍ରୀ ।ଆଜି ଆଉ ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ୯୬ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୬, ଯାଜପୁର ୬, ବାଲେଶ୍ୱର ୪, ଖୋର୍ଦ୍ଧା ୯, ଭଦ୍ରକ ୭, କଟକ ୬ପୁରୀ ୧, କେନ୍ଦ୍ରାପଡ଼ା ୧୦, ବଲାଙ୍ଗୀର ୭, ଜଗତସିଂହପୁର ୬, ନୟାଗଡ଼ ୧ ସଂକ୍ରମିତ ଚିହ୍ନଟସୁନ୍ଦରଗଡ଼ ୭, ଦେବଗଡ଼ ୪, କେନ୍ଦୁଝର ୧, କଳାହାଣ୍ଡି ୫, ଗଜପତି ୧୦, ନୂଆପଡ଼ା ୪, ଢେଙ୍କାନାଳ ୨ ସଂକ୍ରମିତ ଚିହ୍ନଟ

ଲକ୍‌ଡାଉନ୍‌ ପାଇଁ ବଢିଲା ସବୁ ପ୍ରକାର ଗାଡ଼ି କାଗଜପତ୍ରର ବୈଧତା ଅବଧି … ୩୦ ଜୁନ୍‌ ଯାଏଁ ଭାଲିଡିଟି ବୃଦ୍ଧି କଲା ସଡ଼କ ପରିବହନ ମନ୍ତ୍ର।ଳୟ… ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More